Set of 3 books Containg Upanishad named: ISHA, KENA, KATHA, MUNDAKA, MANDUKYA, AITTAREYA, TAITTAREYA, SWTASWETARA, CHHANDOGYA, BRIHADARANYAK, & Muktika Upanishads in simple odia meaning and original texts.
ସନାତନୀ ହିନ୍ଦୁ ଶାସ୍ତ୍ର ପରମ୍ପରାରେ ବ୍ରହ୍ମବିଦ୍ୟା ପ୍ରତିପାଦକ ତଥା ଆଧ୍ୟାତ୍ମ ବିଦ୍ୟା ବହନକାରୀ ବେଦସାର ଉପନିଷଦ ଗ୍ରନ୍ଥର ମାନ୍ୟତା ସର୍ବୋପରି| ଅତଃ ଏହାକୁ ଅନୁଧ୍ୟାନ, ଅନୁଶୀଳନ ତଥା ଅନୁମୋଦନ ଅବଶ୍ୟ କରଣୀୟ । ଉକ୍ତ ଶାସ୍ତ୍ରର ଆବଶ୍ୟକତା ତଥା ଉତ୍କଳୀୟଙ୍କ ପାଇଁ ବିଶେଷ ଉପଯୋଗ କରିବା ଲକ୍ଷ୍ୟରେ ଆମ ଦ୍ୱାରା ଉପନିଷଦ ସଂଗ୍ରହ ଗ୍ରନ୍ଥଗୁଡିକ ରିହାତି ମୂଲ୍ୟରେ ପ୍ରକାଶିତ ।
ଉପନିଷଦ ସଂଗ୍ରହ ଭାଗ-୧ : ଈଶା, କେନ, କଠ, ପ୍ରଶ୍ନ, ମୁଣ୍ଡକ, ମାଣ୍ଡୂକ୍ୟ, ତୈତ୍ତିରୀୟ, ଐତରେୟ ଆଦି ଅଷ୍ଟ ଉପନିଷଦ ମୂଳମନ୍ତ୍ର, ମନ୍ତ୍ରାର୍ଥ ଓ ସାମାନ୍ୟ ବ୍ୟାଖ୍ୟା ସଂଲଗ୍ନ କରାଯାଇଛି । ଉପନିଷଦ ସଂଗ୍ରହ ଭାଗ-୨ : ଶ୍ୱେତାଶ୍ୱେତର ଓ ଛାନ୍ଦୋଗ୍ୟ ଉପନିଷଦ ମୂଳମନ୍ତ୍ର, ମନ୍ତ୍ରାର୍ଥ ଆବଶ୍ୟକ ସ୍ଥଳେ ସାମାନ୍ୟ ବ୍ୟାଖ୍ୟା ଓ ସାରାଂଶ ଦିଆଯାଇଛି । ଉପନିଷଦ ସଂଗ୍ରହ ଭାଗ -୩ : ବୃହଦାରଣ୍ୟକ ଓ ମୁକ୍ତିକ ଉପନିଷଦ ମୂଳମନ୍ତ୍ର, ମନ୍ତ୍ରାର୍ଥ ଆବଶ୍ୟକ ସ୍ଥଳେ ସାମାନ୍ୟ ବ୍ୟାଖ୍ୟା ଓ ସାରାଂଶ ସଂଯୁକ୍ତ ହୋଇ ପ୍ରକାଶ କରାଯାଇଛି ।









Vaishali (A amazon customer) –
Knowledge bank of Hindu Literatures.
Prof Satapathy –
Yet affordable and very authentic in Odia published book.
ତଥାପି ଓଡିଆ ଭାଷାରେ ପ୍ରକାଶିତ ପୁସ୍ତକ ମଧ୍ୟରେ ସୁଲଭ ଏବଂ ଅତି ପ୍ରାମାଣିକ |